ରାଶିଫଳ

ଆସନ୍ତୁ ଜାଣିବା କେମିତି କାଟିବା ଆଜିର ଦିନଟି

ରାଶିଫଳ-

ମେଷ: ପରିବାରରେ ଲାଗିରହିଥିବା ଝଞ୍ଜଟର ସମାଧାନ ହେବ। ପରିଶ୍ରମର ଲାଭ ନିଶ୍ଚୟ ପାଇବେ। ପ୍ରିୟତମଙ୍କ ଠାରୁ ଉପହାର ମିଳିବ।

ବୃଷ: ସାହସିକ ପଦକ୍ଷେପ ଦ୍ବାରା ଆପଣଙ୍କୁ ସଫଳତା ମିଳିବ। ଆର୍ଥିକ ସ୍ଥିତି ମଜଭୁତ ହେବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ। ଛାତ୍ରଙ୍କୁ ଶିକ୍ଷକଙ୍କ ସାହାଯ୍ୟ ମିଳିବ।

ମିଥୁନ: ନିଜ କାମରେ ଅଧିକ ପରିଶ୍ରମ କଲେ ଯାଇ ସଫଳତା ପାଇବେ। ଅନ୍ୟମାନଙ୍କ ମାମଲାରେ ଅଯଥା ଦଖଲ ଦିଅନ୍ତୁ ନାହିଁ। ଭୂସ˚ପତ୍ତି କିଣିବା ଲାଗି ଦିନଟି ଶୁଭ।

କର୍କଟ: ଆପଣଙ୍କର ଆତ୍ମବିଶ୍ବାସ ମଜଭୁତ ରହିବ। ଆଶା ପୂରଣ ପାଇଁ ସୁଯୋଗ ପାଇବେ। ଅଫିସ କର୍ତ୍ତୃପକ୍ଷ ଆପଣଙ୍କ କାମର ପ୍ରଶ˚ସା କରିବେ।

ସି˚ହ: ବ୍ୟବସାୟରେ ଲାଭ ପାଇବେ। ନୂଆ ଲୋକଙ୍କ ସହିତ ସ˚ପର୍କ ଗଢ଼ିବେ। ଚାକିରିରେ ନୂଆ କାମର ଦାୟିତ୍ବ ପାଇବେ। ଛାତ୍ରଙ୍କ ଲାଗି ଦିନଟି ଲାଭପ୍ରଦ।

କନ୍ୟା: ନେତାଙ୍କ ଲାଗି ଦିନଟି ଭଲ। ଜନତାଙ୍କ ମଧୢରେ ମାନ ସମ୍ମାନ ବଢ଼ିବ। ବେପାରରେ ଉନ୍ନତି ହେବ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।

ତୁଳା: ଆପଣଙ୍କ ବିଚାର ସକାରାତ୍ମକ ରହିବ। ପରିବାର ଲୋକଙ୍କର ଆବଶ୍ୟକତାକୁ ପୂରା କରିବେ। ଛାତ୍ରଙ୍କୁ ପରୀକ୍ଷା ସ˚ପର୍କରେ ଭଲ ଖବର ମିଳିବ।

ବିଛା: ଆପଣ ନିଜକୁ ସୁରକ୍ଷିତ ଅନୁଭବ କରିବେ। ନୂଆ କାର୍ଯ୍ୟରେ ଆଗ୍ରହ ବଢ଼ିବ। ବେପାରରେ ଧନଲାଭ ହେବ। ପ୍ରିୟତମଙ୍କୁ ମନର କଥା କହିବେ।

ଧନୁ: ବ୍ୟବସାୟରେ ନୂଆ ଉଦ୍ୟମ କରିବେ। ରାଜନୀତିରେ ସମ୍ମାନଜନକ ପଦକୁ ମନୋନୀତ ହୋଇପାରନ୍ତି। ମହିଳାଙ୍କୁ ଖୁସି ଖବର ମିଳିବ।

ମକର: ସକାରାତ୍ମକ ବିଚାରରେ ଭରି ରହିବେ। ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ପ୍ରୟାସରେ ଆପଣଙ୍କୁ ସଫଳତା ମିଳିବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ।

କୁମ୍ଭ: ଆପଣଙ୍କ ମନରେ ସ˚ଶୟ ରହିବ କିନ୍ତୁ ବ୍ୟବହାର ମଧୁର ରହିବ। ଭଲଭାବେ ଯାଞ୍ଚ କରି ପୁଞ୍ଜି ବଜାରରେ ନିବେଶ କରନ୍ତୁ। ବାହନ ସାବଧାନତାର ସହ ଚଳାନ୍ତୁ।

ମୀନ: ଆପଣଙ୍କ ଆଚରଣ ଅନ୍ୟମାନଙ୍କୁ ଆକର୍ଷିତ କରିବ। ଆମଦାନିର ନୂଆ ଉତ୍ସ ପାଇବେ। ପରିବାରରେ ସୁଖଦ ପରିବେଶ ରହିବ।

Show More

Related Articles

Back to top button