Breaking PLUSଓଡ଼ିଶାମୁଖ୍ୟ ଖବର

ସେମିଲିଗୁଡାରେ ଦୁର୍ଘଟଣା, ଜଣେ ମୃତ

ଭୁବନେଶ୍ୱର – କୋରାପୁଟ ଜିଲ୍ଲା ସେମିଲିଗୁଡା ନିକଟ ମାଳି ଡଲିଆମ୍ବ ଛକ ଜାତୀୟ ରାଜପଥ-26ରେ ଦୁର୍ଘଟଣା ଘଟିଛି । ତେଲ ଟ୍ୟାଙ୍କର ଓ ଓମନି ଗାଡି ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ଯୋଗୁ ଘଟଣାସ୍ଥଳରେ ଓମିନିରେ ଥିବା ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇପଡିଛନ୍ତି । ଗୁରୁତରଙ୍କୁ ମେଡିକାଲ ସ୍ଥାନାନ୍ତର କରାଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।

Show More

Related Articles

Back to top button