Breaking PLUSଓଡ଼ିଶାମୁଖ୍ୟ ଖବର

କୋରାପୁଟ ସବୁଠାରୁ ଥଣ୍ଡା

ଭୁବନେଶ୍ୱର : ରାଜ୍ୟରେ କମିଛି ହାଡ ଭଙ୍ଗା ଜାଡ। ୧୦ ଡିଗ୍ରୀ ତଳେ ବୁଧବାର ୪ ସହରର ରାତି ତାପମାତ୍ରା ରେକର୍ଡ କରାଯାଇଛି। ୭.୪ ଡିଗ୍ରୀ ସହ କୋରାପୁଟ ସବୁଠାରୁ ଥଣ୍ଡା ସହର। ଜି.ଉଦୟଗିରି ୭.୮, ଦାରିଙ୍ଗବାଡି ୯.୫, ସିମିଳିଗୁଡା ୯.୬, କଟକ ୧୬.୫ ଓ ଭୁବନେଶ୍ୱର ୧୭ ଡିଗ୍ରୀ ରେକର୍ଡ କରାଯାଇଛି।

Show More

Related Articles

Back to top button