Breaking PLUSଓଡ଼ିଶାମୁଖ୍ୟ ଖବର

ସାମାନ୍ୟ ବଚସାରୁ ଯୁବକଙ୍କୁ ଛୁରି ଭୁସି ହତ୍ୟା

କେନ୍ଦ୍ରାପଡ଼ା:କେନ୍ଦ୍ରପଡାରେ ଝିମିଟି ଖେଳରୁ ମହାଭାରତ । ସାମାନ୍ୟ ବଚସାରୁ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ନିକିରାଇ ଥାନା ଧୂମାତଶାସନ କେନାଲ ବନ୍ଧରେ ଛୁରାମାଡ଼ ହୋଇଥିବା ଅଭିଯୋଗ ହୋଇଛି । ସାଙ୍ଗ ହୋଇ ନିଶା ଖାଉଥିବା ବେଳେ ବଚସାରୁ ଛୁରାମାଡ଼ ହୋଇଥିଲା । ମୃତ ଯୁବକ ନାଁରେ ବିଭିନ୍ନ ଥାନାରେ ୧୦ରୁ ଅଧିକ ମାମଲା ରହିଥିବା ନେଇ ସୂଚନା ମିଳିଛି । ପୋଲିସ ଘଟଣାର ତଦନ୍ତ କରୁଛି ।

Show More

Related Articles

Back to top button