Breaking PLUSଓଡ଼ିଶାମୁଖ୍ୟ ଖବର

ଖମାରସାହି ନୋଡାଲ ହାଇସ୍କୁଲ ପ୍ରଧାନଶିକ୍ଷକ ସସପେଣ୍ଡ

ଦଶପଲ୍ଲା: ଖମାରସାହି ନୋଡାଲ ହାଇସ୍କୁଲ ପ୍ରଧାନଶିକ୍ଷକ ସସପେଣ୍ଡ । ପ୍ରଧାନ ଶିକ୍ଷକ ବସନ୍ତ ସାହୁଙ୍କୁ ନିଲମ୍ବନ କଲେ ଜିଲ୍ଲା ଶିକ୍ଷାଧିକାରୀ । ନିଶାସକ୍ତ ଅବସ୍ଥାରେ ଅଭିଭାବକଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଖୋଲା ପଡିଆରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେଇଥିବା ଅଭିଯୋଗ ହୋଇଥିଲା । ତେବେ ତଦନ୍ତ ପରେ ପ୍ରଧାନଶିକ୍ଷକଙ୍କୁ ସସପେଣ୍ଡ କରିଛନ୍ତି ବିଇଓ ।

Show More

Related Articles

Back to top button