Breaking PLUSଖେଳମୁଖ୍ୟ ଖବର

ଆସନ୍ତାକାଲିଠାରୁ କଳିଙ୍ଗ ଷ୍ଟାଡିୟମରେ ଜମିବ ହକି ଫିଭର

ଆସନ୍ତାକାଲି ଠାରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଜମିବ ହକି ଫିଭର । ଏଥର ବିଶ୍ୱକପରେ ଭାଗ ନେଉଛନ୍ତି ଭାରତ ସମେତ ଆଉ ୧୬ଟି ଟିମ୍ । ସମସ୍ତ ଟିମ୍ ପହଁଚି ସାରିଥିବା ବେଳେ କଳିଙ୍ଗ ଷ୍ଟାଡିୟମର ବ୍ଲୁ ଟର୍ଫରେ ଅଭ୍ୟାସ କରୁଛନ୍ତି ଖେଳାଳି । ତେବେ କରୋନା କଟକଣା ପାଇଁ ଷ୍ଟାଡିୟମକୁ ପ୍ରବେଶ ଅନୁମତି ନଥିବାରୁ ନିରାଶ ହୋଇଛନ୍ତି ହକିପ୍ରେମୀ ।

Show More

Related Articles

Back to top button