Breaking PLUSଓଡ଼ିଶାମୁଖ୍ୟ ଖବର

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ଭୁବନେଶ୍ୱର- ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ କନିଷ୍ଠ ଯନ୍ତ୍ରୀଙ୍କ ଘରେ ରେଡ କରିଛି ଭିଜିଲାନ୍ସ। ମାଲକାନଗିରି ଜିଲ୍ଲା ସିଏଡିଏ ଡିଭିଜନ ଅଫିସର କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ମହାନ୍ତିଙ୍କ ଘରେ ଏହି ଚଢାଉ ଚାଲିଛି । ରେଡରେ ଜଣେ ଅତିରିକ୍ତ ଏସପି, 3ଜଣ ଡିଏସପି, 8ଜଣ ଇନସପେକ୍ଟର, 8ଏଏସଆଇ ଓ ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି । ସଞ୍ଜୟଙ୍କର ଭୁବନେଶ୍ୱର, ବାଲେଶ୍ୱର ଓ ମାଲକାନଗିରିର 7ଟି ସ୍ଥାନରେ ଚଢାଉ ଚାଲିଛି ।

Show More

Related Articles

Back to top button