Breaking PLUSଦେଶମୁଖ୍ୟ ଖବର

ବାପୁଜୀଙ୍କ ସ୍ମରଣ କଲେ ପିଏମ ମୋଦି

ନୂଆଦିଲ୍ଲୀ- ଆଜି ହେଉଛି ବାପୁଜୀ ମହାତ୍ମା ଗାନ୍ଧୀଙ୍କ ପୁଣ୍ୟତିଥି । ଏହି ଅବସରରେ ତାଙ୍କ ସ୍ମୃତିଚାରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋସିଆଲ ମିଡିଆ ଏକ୍ସରେ ପିଏମ ମୋଦି କହିଛନ୍ତି ଯେ, ପୂଜ୍ୟ ବାପୁଙ୍କ ପୁଣ୍ୟତିଥି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଆମ ଦେଶ ପାଇଁ ପ୍ରାଣବଳୀ ଦେଇଥିବା ସମସ୍ତ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି । ସେମାନଙ୍କର ବଳିଦାନ ଆମକୁ ଲୋକମାନଙ୍କର ସେବା କରିବାକୁ ଏବଂ ଆମ ଦେଶ ପାଇଁ ସେମାନଙ୍କର ଦୃଷ୍ଟିକୋଣ ପୂରଣ କରିବାକୁ ପ୍ରେରଣା ଯୋଗାଇଥାଏ ।

Show More

Related Articles

Back to top button