Breaking PLUSଓଡ଼ିଶାମୁଖ୍ୟ ଖବର

ଜେଇ ପ୍ରସନ୍ନ କୁମାର ପାଣି ଗିରଫ

ଭୁବନେଶ୍ୱର- ଅନୁଗୁଳ ପାଲଲହଡା ବିଇଓ ଅଫିସର ଜେଇ ପ୍ରସନ୍ନ କୁମାର ପାଣି ଗିରଫ । ଗିରଫ ପରେ ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ଟିମ୍ ତାଙ୍କ ବାସଭବନରେ ଚଢାଉ କରିଥିଲା । ଚଢାଉ ସମୟରେ ତାଙ୍କର 5ଟି ବିଲ୍ଡିଂ ଠାବ କରାଯାଇଥିଲା । ଏଥିରୁ ଭୁବନେଶ୍ୱରରେ 3ଟି ବହୁତଳ ବିଲ୍ଠିଂ ଓ ଗୋଟିଏ ଫ୍ଲାଟ ରହିଛି । ଏହାସହିତ ପ୍ରସନ୍ନଙ୍କର 26ଟି ପ୍ଲଟ, 64.18ଲକ୍ଷ ଜମାରାଶି, ସୁନା ଗହଣା, ନଗଦ ଟଙ୍କା 3.33 ଲକ୍ଷ ଭିଜିଲାନ୍ସ ହାତରେ ଲାଗିଛି ।

Show More

Related Articles

Back to top button