Breaking PLUSଦେଶମୁଖ୍ୟ ଖବର

ଭୂସ୍ଖଳନ ଯୋଗୁ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ବନ୍ଦ

ଜମ୍ମୁ, 4 ଫେବୃଆରୀ – ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଥିବା ରାମବନ ଜିଲ୍ଲା କିସ୍ତୱାରୀ ପଥେର ଓ ଶେରବିବି ଅଞ୍ଚଳରେ ଭୂସ୍ଖଳନ ଯୋଗୁ ରାଜପଥକୁ ଯାତାୟତ ପାଇଁ ବନ୍ଦ ରଖାଯାଇଛି ।
ଜମ୍ମୁ –କଶ୍ମୀର ଟ୍ରାଫିକ ପୋଲିସ କହିଛି ଯେ, ରାସ୍ତା ଅବରୋଧ କାରଣରୁ ରାଜପଥରେ ନଯିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । କିସ୍ତୱାରୀ ପଥେର, ଶେରବିବିରେ ଭୂସ୍ଖଳନ କାରଣରୁ ରାଜପଥ ଅବରୋଧ ହୋଇଯାଇଛି ।

Show More

Related Articles

Back to top button