Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

2 କୋଟିର ନକଲି ନେପାଳ ନୋଟ ସହିତ ଭାରତୀୟ ନାଗରିକ ଗିରଫ, ସହଯୋଗୀ ଫେରାର

କାଠମାଣ୍ଡୁ, 12 ଫେବୃଆରୀ – ପୋଲିସ ସୋମବାର ସକାଳେ 2କୋଟିର ନକଲି ନେପାଳୀ ନୋଟ୍ ସହିତ ଜଣେ ଭାରତୀୟ ନାଗରିକଙ୍କୁ ଗିରଫ କରିଛି । ତାର ସହଯୋଗୀ ଫେରାର ହୋଇଯାଇଛି । ଭାରତୀୟ ନମ୍ବର ପ୍ଲେଟ ବିଶିଷ୍ଟ ଗାଡି ଗାଡିରେ ରଖି ନକଲି ନୋଟ ନିଆଯାଉଥିଲା ।
ରାଜପଥରୁ ନିୟମିତ ଚେକିଂ ସମୟରେ ପୋଲିସ ଭାରତୀୟ ନମ୍ବର ପ୍ଲେଟ ବିଶିଷ୍ଟ ସ୍କର୍ପିଓ ଗାଡିର ଯାଞ୍ଚ ସମୟରେ ବସ୍ତାରୁ 2 କୋଟିର ନକଲି ନୋଟ ଜବତ କରାଯାଇଛି । ଗାଡିଟି ବିହାରର ବୋଲି ଜଣାପଡିଛି । ପୋଲିସ ଗାଡିର ଡ୍ରାଇଭର ମହମ୍ମଦ ସୟିଦକୁ ଗିରଫ କରିଛି ।

Show More

Related Articles

Back to top button