Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ୱାର୍ଲ୍ଡକପ ଇତିହାସର ସବୁଠୁ ସଫଳ ଦୁଇ ଟିମ୍ ମଧ୍ୟରେ ହେବ ଶକ୍ତି ପରୀକ୍ଷଣ

ନୂଆଦିଲ୍ଲୀ, 18 ନଭେମ୍ବର -ୱାର୍ଲ୍ଡ କପ ଇତିହାସର ଦୁଇ ସଫଳ ଟିମ୍ ଟୁର୍ଣ୍ଣାମେଣ୍ଟର 13ତମ ସଂସ୍କରଣର ଫାଇନାଲରେ ମୁହାଁମୁହିଁ ହେବେ ।ଭାରତ ଟୁର୍ଣ୍ଣାମେଣ୍ଟରେ 10ତମ ବିଜୟ ସହ ଦମଦାର ପ୍ରଦର୍ଶନ ଜାରି ରଖିଥିବା ବେଳେ ଖେଳାଳିମାନେ ଅନ୍ୟ କୌଣସି ବି ଦଳ ଠାରୁ ସବୁଠୁ ଅଧିକ ରନ୍ କରିବେ ସହ ଅଧିକ ୱିକେଟ ନେଇଛନ୍ତି ।
ଭାରତୀୟ ଟିମ୍ ପ୍ରଥମ ପାଞ୍ଚଟି ମ୍ୟାଚରେ ପ୍ରତ୍ୟେକ ଲକ୍ଷ୍ୟକୁ ପିଛା କରି ହାରାହାରି 64ଟି ବଲ୍ ବାକି ଥାଇ ବିଜୟ ହାସଲ କରିଛି । ସେହିପରି ଗତ 5ଟି ମ୍ୟାଚରେ ହାରାହାରି 175 ରନ ଅନ୍ତରରେ ବିଜୟ ହାସଲ କରିଛି ।
ଅନ୍ୟପଟେ ଅଷ୍ଟ୍ରେଲିଆ ଗତ 8ବର୍ଷରେ ଭାରତରେ ଭାରତ ବିପକ୍ଷରେ ଧଳା ବଲ୍ ସିରିଜରେ ସଫଳତା ଚାଖିଥିବା ଏକ ମାତ୍ର ଦଳ । ତେଣୁ ଏହାକୁ ନେଇ ଅଷ୍ଟ୍ରେଲିଆର ଆତ୍ମ ବିଶ୍ୱାସ ମଧ୍ୟ ଉପରେ ରହିଛି ।

Show More

Related Articles

Back to top button