Breaking PLUSଓଡ଼ିଶାମୁଖ୍ୟ ଖବର

‘ସାରା ଦେଶରେ ହେନ୍ତାଳବନ ସୃଷ୍ଟି କରିବାରେ ଓଡ଼ିଶା ଆଗରେ’-ମୁଖ୍ୟମନ୍ତ୍ରୀ

‘ସାରା ଦେଶରେ ହେନ୍ତାଳବନ ସୃ୍ଷ୍ଟି କରିବାରେ ଓଡ଼ିଶା ଆଗରେ’ । ଗତ ୨ ବର୍ଷରେ ଦେଶରେ ଜଙ୍ଗଲ ବୃଦ୍ଧି କରିବାରେ ଓଡ଼ିଶା ତୃତୀୟରେ ରହିଛି ।

ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବାକୁ DFO ସମ୍ମିଳନୀରେ ଉଦ୍‌ବୋଧନ ଅବସରରେ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।ଏଥିପାଇଁ ସ୍ବତନ୍ତ୍ର ରୋଡ ମ୍ୟାପ୍ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି ରିପୋର୍ଟ ଅନୁସାରେ ଗତ ଦୁଇ ବର୍ଷ ଭିତରେ କରୋନା ମହାମାରୀ ସମୟରେ ମଧ୍ୟ ଓଡ଼ିଶାରେ ବନ ସଂରକ୍ଷଣ ଠିକ ରହିଛି । ବନାଞ୍ଚଳରେ ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ବୃକ୍ଷରୋପଣ ଏକ ଉତ୍ତମ ମାଧ୍ୟମ । ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ସଫଳ ହୋଇଛି ବୋଲିସେ କହିଛନ୍ତି । ମୁଖ୍ୟମନ୍ତ୍ରୀ ଆଜି ଏହି ସମ୍ମିଳନୀକୁ ଉଦ୍ ଘାଟନ କରିଛନ୍ତି । ଏହା ଦୁଇ ଦିନ ଧରି ଚାଲିବ ।

Show More

Related Articles

Back to top button