ଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ସେପ୍ଟେମ୍ବର ୧୨କୁ ବୃଦ୍ଧି ପାଇଲା ଇମ୍ରାନଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ

ସେପ୍ଟେମ୍ବର ୧୨କୁ ବୃଦ୍ଧି ପାଇଲା ପାକିସ୍ତାନର ଆତଙ୍କବାଦ ବିରୋଧୀ କୋର୍ଟ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ । ଏହାପୂର୍ବରୁ ଅଗଷ୍ଟ ୨୦ରେ ପିଟିଆଇ ମୁଖ୍ୟ ଇମ୍ରାନଙ୍କୁ ଇସଲାମାବାଦ ସଦର ମାଜିଷ୍ଟ୍ରେଟ ଅଲି ଜାଭେଦ ରାଜଧାନୀରେ ଜଣେ ମହିଳା ବିଚାରପତିଙ୍କୁ ଧମକ ଦେଇଥିବା ଅଭିଯୋଗ ମଧ୍ୟ ହୋଇଥିଲା।

ସୂଚନା ଅନୁଯାୟୀ, ଇମ୍ରାନ ଗୁରୁବାର ଅପରାହ୍ନରେ କୋର୍ଟରେ ହାଜର ହୋଇଥିଲେ। ସେପ୍ଟେମ୍ବର ୧୨ ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ଜାମିନକୁ ବୃଦ୍ଧି କରି କୋର୍ଟ ଇମ୍ରାନଙ୍କୁ ୧ ଲକ୍ଷ ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Show More

Related Articles

Back to top button