ମୁଖ୍ୟ ଖବରସ୍ୱତନ୍ତ୍ର

ପୁଅର ଚାପୁଡା ମାଡରେ ମାର ମୃତ୍ୟୁ

ଦିନକୁ ଦିନ ହଜିଯାଉଛି ମାନବିକତା । ମରିଯାଉଛି ମଣିଷପଣିଆ । ସୁନ୍ଦରଗଡ଼ ବୀରମିତ୍ରପୁର ଗୁଆଲା ବସ୍ତିରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି , ଯାହାକୁ ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ । ଯେଉଁଠାରେ ଜଣେ ପୁଅହିଁ ସାମାନ୍ୟ ବଚସାକୁ ନେଇ ନିଜ ମା’କୁ ଚାପୁଡା ମାରି ହତ୍ୟା କରିଛି ।

ସୂଚନା ଅନୁଯାୟୀ,ସାମାନ୍ୟ ବଚସାକୁ ନେଇ ଘଟିଯାଇଛି ଏଭଳି କାଣ୍ଡ । ଖବର ପାଇ ଘଟଣାସ୍ଥଳରେ ପୋଲିସ ଅଭିଯୁକ୍ତକୁ ଅଟକ ରଖିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି

 

Show More

Related Articles

Back to top button