ଦେଶସ୍ୱତନ୍ତ୍ର

ବିବାହ ସିଜନ ପାଇଁ ବୃଦ୍ଧି ପାଉଛି ସୁନା ଓ ରୂପା ଦର

ବିବାହ ଋତୁରେ ବୃଦ୍ଧି ପାଇଛି ସୁନା ଓ ରୂପାର ଚାହିଦା। ଏଥି ସହିତ ଦରଦାମ୍ ମଧ୍ୟ ବୃଦ୍ଧି ପାଇଛି । ୧୪ ଡିସେମ୍ବର ସୁନା ଓ ରୂପା ମୂଲ୍ୟ ଗ୍ରୀନ୍ ମାର୍କରେ କାରବାର କରୁଛି। ଅନ୍ୟପକ୍ଷରେ ଆନ୍ତର୍ଜାତୀୟ ବଜାରରେ ମଧ୍ୟ ସୁନା ମୂଲ୍ୟରେ ସାମାନ୍ୟ ବୃଦ୍ଧି ଘଟିଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ମୂଲ୍ୟ ବୁଧବାର ୦.୨୫% ଲାଭ ସହିତ କାରବାର କରୁଛି ।

ଗତକାଲିଠାରୁ ଆଜି ରୂପାର ମୂଲ୍ୟ ୦.୪୭ ପ୍ରତିଶତ ବୃଦ୍ଧି ହୋଇଛି।ବୁଧବାର ୨୪ କ୍ୟାରେଟ୍‌ ସୁନାର ମୂଲ୍ୟ ୯ଟା ୩୦ ସୁଦ୍ଧା ୧୩୫ ଟଙ୍କା ବଢି ୫୪,୮୭୮ ଟଙ୍କା ପ୍ରତି ୧୦ ଗ୍ରାମ୍‌ରେ କାରବାର କରୁଛି। ଆଜି ସୁନାର ମୂଲ୍ୟ ୫୪,୭୭୦ ଟଙ୍କାରେ ରହିଥିଲା। ପରେ ପୁଣିଥରେ ବୃଦ୍ଧି ପାଇ ୫୪,୮୯୦ ଟଙ୍କାରେ ପହଞ୍ଚି ଯାଇଥିଲା। କିଛି ସମୟ ପରେ ଏହା ହ୍ରାସ ପାଇ ୫୪,୮୭୮ ଟଙ୍କାରେ ରହିଛି। ଗତକାଲି ବନ୍ଦ ହୋଇଥିବା ମୂଲ୍ୟଠାରୁ ୨୭୪ ଟଙ୍କା ବଢି ଆଜି ରୂପା କିଲୋଗ୍ରାମ୍ ପ୍ରତି ୬୯,୦୪୯ ଟଙ୍କାରେ କାରବାର

Show More

Related Articles

Back to top button