Breaking PLUSଦେଶ ବିଦେଶମୁଖ୍ୟ ଖବର

ସାରା ବିଶ୍ୱରେ ଜାରି ରହିଛି କରୋନା ତାଣ୍ଡବ, ୧୫ କୋଟି ୪୧ ଲକ୍ଷ ୬୫ ହଜାର ୭୨୦ରେ ପହଁଞ୍ଚିଲା ସଂକ୍ରମିତ ସଂଖ୍ୟା

କରୋନା ଭାଇରସ୍ ମହାମାରୀ ଯୋଗୁଁ ବିଶ୍ୱରେ ଆଜି ପର୍ଯ୍ୟନ୍ତ ୧୫ କୋଟି ୪୧ ଲକ୍ଷ ୬୫ ହଜାର ୭୨୦ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୧୩ କୋଟି ୨୨ ଲକ୍ଷ ୭୩ ହଜାର ୭୭୯ ଜଣ ଲୋକ ସୁସ୍ଥ ହୋଇସାରିଛନ୍ତି । କିନ୍ତୁ ଦୁଃଖର ବିଷୟ ହେଲା ଯେ, ବିଶ୍ୱରେ ଏପର୍ଯ୍ୟନ୍ତ ୩୨ ଲକ୍ଷ ୨୬ ହଜାର ୫୮୩ ଜଣ ଲୋକଙ୍କର ମୃତ୍ୟୁ ହୋଇସାରିଛି ।

କରୋନା ଭାଇରସ୍ ମହାମାରୀ ଯୋଗୁଁ ବିଶ୍ୱରେ ଆଜି ପର୍ଯ୍ୟନ୍ତ ୧୫ କୋଟି ୪୧ ଲକ୍ଷ ୬୫ ହଜାର ୭୨୦ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୧୩ କୋଟି ୨୨ ଲକ୍ଷ ୭୩ ହଜାର ୭୭୯ ଜଣ ଲୋକ ସୁସ୍ଥ ହୋଇସାରିଛନ୍ତି । କିନ୍ତୁ ଦୁଃଖର ବିଷୟ ହେଲା ଯେ, ବିଶ୍ୱରେ ଏପର୍ଯ୍ୟନ୍ତ ୩୨ ଲକ୍ଷ ୨୬ ହଜାର ୫୮୩ ଜଣ ଲୋକଙ୍କର ମୃତ୍ୟୁ ହୋଇସାରିଛି । ଏବେବି ୧ କୋଟି ୮୬ ଲକ୍ଷ ୬୫ ହଜାର ୩୫୮ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱରେ ୧ ଲକ୍ଷ ୧୧ ହଜାର ୪୩୮ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

ମହାମାରୀ କରୋନା ଭାଇରସ ଯୋଗୁଁ ଆମେରିକା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ଆମେରିକାରେ ଆଜି ସକାଳ ୬ଟା ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୩୨ ଲକ୍ଷ ୨୯ ହଜାର ୧୦୮କୁ ବୃଦ୍ଧି ପାଇଛି । ଦେଶରେ ୫ ଲକ୍ଷ ୯୧ ହଜାର ୫୧୪ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୨ କୋଟି ୫୮ ଲକ୍ଷ ୯୮ ହଜାର ୩୫୬ ଲୋକ ସୁସ୍ଥ ହୋଇଥିବା ବେଳେ ୬୭ ଲକ୍ଷ ୩୯ ହଜାର ୨୩୮ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୯ ହଜାର ୪୨୬ ଜଣ ଗୁରୁତର ଅଛନ୍ତି ।

Show More

Related Articles

Back to top button