ଅପରାଧଆଇନ କାନୁନଓଡ଼ିଶା

ଭିଜିଲାନ୍ସ ଜାଲରେ ଛନ୍ଦିହେଲେ ଗଞ୍ଜାମ ବ୍ଲକ୍‌ ସହକାରୀ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ଛନ୍ଦିହେଲେ ଗଞ୍ଜାମ ବ୍ଲକ୍‌ ସହକାରୀ ଯନ୍ତ୍ରୀ ବଂଶୀଧର ପରିଡା । ଜଣେ ଠିକାଦାରଙ୍କ ବିଲ୍ କରାଇବା ପାଇଁ ୪ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।

ଏଡିସିନଲ ଏସ୍‌ପିଙ୍କ ନେତୃତ୍ୱରେ ବଂଶୀଧରଙ୍କ କାର୍ଯ୍ୟାଳୟ ସମେତ ବ୍ରହ୍ମପୁର ସହର ଆଙ୍କୁଲିସ୍ଥିତ ବାସଭବନରେ ମଧ୍ୟ ଚଢଉ କରିଛି । ଏଥିସହ ଗଞ୍ଜାମ ବ୍ଲକର ରାମଗଡ଼ ଜିଆରଏସ୍‌ କୈଳାଶ ମହାଙ୍ଗୁଡ଼କୁ ମଧ୍ୟ ଭିଜିଲାନ୍ସ ଟିମ୍‌ ସାଙ୍ଗରେ ନେଇଥିବା ସୂଚନା ମିଳିଛି।

ସେହିପରି ବଂଶୀଧରକୁ ଅକ ରଖି ଅଧିକ ପଚରାଉଚରା ଜାରି ରହିଛି ।

 

Show More

Related Articles

Back to top button