Breaking PLUSଓଡ଼ିଶାଦେଶବିଧାନସଭାମୁଖ୍ୟ ଖବରଶିକ୍ଷା

୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ : ଶିକ୍ଷା କ୍ଷେତ୍ର ପାଇଁ ୨୭, ୩୨୪ କୋଟି

ଆସିଲା ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ । ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ଚଳିତ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ବଜେଟର ପରିମାଣ ୨ ଲକ୍ଷ କୋଟି ହୋଇଥିବାବେଳେ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରକୁ ୨୭, ୩୨୪ କୋଟି ଟଙ୍କା ପ୍ରଦାନ ହୋଇଛି ।

– ଆସିଲା ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍

–    ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରକୁ ୨୭,୩୨୪ କୋଟ

–  ମୋ ସ୍କୁଲ ଅଭିଯାନ – ୬୪୬ କୋଟି

–  ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ – ୧୦୦ କୋଟି

–  ମୋ କଲେଜ ଅଭିଯାନ – ୧୧ କୋଟି

– ‘ସମଗ୍ର ଶିକ୍ଷା’ ପାଇଁ ୩୫୮୧ କୋଟି ବ୍ୟୟ ବରାଦ

– ମଧ୍ୟାହ୍ନ ଭୋଜନ ପାଇଁ ୮୫୧ କୋଟି ଟଙ୍କା

 

 

Show More

Related Articles

Back to top button