Breaking PLUSଓଡ଼ିଶାମୁଖ୍ୟ ଖବର

ଶ୍ରୀମନ୍ଦିର ଗର୍ଭଗୃହରୁ କୌଣସି ପଥର ଖସିନାହିଁ- ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ

ଆଦ୍ରତା ପାଇଁ ରତ୍ନସିଂହାସନ ଶ୍ରୀବଳଭଦ୍ରଙ୍କ ପଛ ପଟ ପାର୍ଶ୍ଵରୁ ଲାଇମ୍ ପ୍ଲାଷ୍ଟର ଚୂନ ଖଣ୍ଡ ଖସିଛି ବୋଲି କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା ।

ଶ୍ରୀମନ୍ଦିର ଗର୍ଭଗୃହରୁ କୌଣସି ପଥର ଖସିନାହିଁ। ଆଦ୍ରତା ପାଇଁ ରତ୍ନସିଂହାସନ ଶ୍ରୀବଳଭଦ୍ରଙ୍କ ପଛ ପଟ ପାର୍ଶ୍ଵରୁ ଲାଇମ୍ ପ୍ଲାଷ୍ଟର ଚୂନ ଖଣ୍ଡ ଖସିଛି ବୋଲି କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଶ୍ରୀମନ୍ଦିର କମାଣ୍ଡାରଙ୍କ ରିପୋର୍ଟ ଆଧାରରେ ମଙ୍ଗଳବାର ସକାଳ ଧୂପ ପରେ ଏହି ଘଟଣା ଘଟିଥିଲା । ଶ୍ରୀମନ୍ଦିର ଗର୍ଭଗୃହରୁ କୌଣସି ପଥର ଖସିନାହିଁ ।

ଆଦ୍ରତା ପାଇଁ ରତ୍ନସିଂହାସନ ଶ୍ରୀବଳଭଦ୍ରଙ୍କ ପଛ ପଟ ପାର୍ଶ୍ଵରୁ ଲାଇମ୍ ପ୍ଲାଷ୍ଟର ଚୂନ ଖଣ୍ଡ ଖସିଛି । ଠାକୁରଙ୍କ ଶ୍ରୀଅଙ୍ଗ ପ୍ରତି କୌଣସି ସମସ୍ୟା ସୃଷ୍ଟି ହୋଇନାହିଁ । ଏପିରିକି ନୀତି କାନ୍ତିରେ ମଧ୍ୟ କୌଣସି ଅସୁବିଧା ହୋଇନାହିଁ। ଏନେଇ ଏଏସଆଇ ଟିମକୁ ଅବଗତ କରାଯାଇଛି ।

Show More

Related Articles

Back to top button