Breaking PLUSଓଡ଼ିଶାମୁଖ୍ୟ ଖବର

ନଭେମ୍ବର ୧୨ ରୁ ୧୯ ଯାଏଁ ଧବଳେଶ୍ୱର ପୀଠରେ ୧୪୪ ଧାରା ଜାରି

ଖୁବଶୀଘ୍ର ଶେଷ ହେବାକୁ ଯାଉଛି ଧର୍ମମାସ କାର୍ତ୍ତିକ । ଆଉ ଗୋଟେ ଦିନ ପରେ ଆରମ୍ଭ ହେବ ପଞ୍ଚୁକ । ଏନେଇ କଟକର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ପୀଠରେ ଲାଗୁ ହୋଇଛି କଟକଣା । ଭିଡକୁ ଦୃଷ୍ଟିରେ ରଖି ଅଁଳା ନବମୀ ଓ ବଡଓଷାରେ ଧବଳେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି । ନଭେମ୍ବର ୧୨ ରୁ ୧୯ ତାରିଖ ଯାଏଁ ଧବଳେଶ୍ୱରରେ ୧୪୪ ଧାରା ଲାଗୁ ହୋଇଛି । ଅଁଳାନବମୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଧବଳେଶ୍ଵରଙ୍କୁ ଦର୍ଶନ କରିପାରିବେନି ଭକ୍ତ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ କଟକଣା ଲାଗୁ କରିଛି ।

 

Show More

Related Articles

Back to top button