Breaking PLUSଦେଶମୁଖ୍ୟ ଖବର

ସିଙ୍ଗାପୁର ବ୍ୟାପାର ମନ୍ତ୍ରୀଙ୍କୁ ସାକ୍ଷାତ କଲେ ବୈଦେଶିକ ମନ୍ତ୍ରୀ ଡ.ଜୟଶଙ୍କର

ନୂଆଦିଲ୍ଲୀ, 25 ମାର୍ଚ୍ଚ – ଭାରତୀୟ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ସୋମବାର ସିଙ୍ଗାପୁରର ବ୍ୟାପାର ଓ ଉଦ୍ୟୋଗ ମନ୍ତ୍ରୀ ଗାନ କିମ୍ ଜୋଙ୍ଗଙ୍କୁ ସାକ୍ଷାତ କରିଛନ୍ତି । ଏନେଇ ବୈଦେଶିକ ମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବ୍ୟାପାର, ଅର୍ଥଚାଳକ, ମହାକାଶ, ସବୁଜ ଶକ୍ତି, ଅପୂର୍ତ୍ତି ଶୃଙ୍ଖଳା ଓ ପ୍ରତିରକ୍ଷା ଉପରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ଭାରତ-ସିଙ୍ଗାପୁର ମନ୍ତ୍ରିସ୍ତରୀୟ ଗୋଲମେଜ ସମ୍ମିଳନୀରେ ଏହାକୁ ଆଗକୁ ନିଆଯିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।

Show More

Related Articles

Back to top button