Breaking PLUSଦେଶମୁଖ୍ୟ ଖବର

ୱେୟାର ହାଉସ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ, 25 ମାର୍ଚ୍ଚ – ନରେଲାର ବୁଢପୁର ଅଂଚଳର ୱେୟାର ହାଉସ ଗୋଦାମରେ ସୋମବାର ସକାଳେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଦେଖୁ ଦେଖୁ ନିଆଁ ପୂରା ଗୋଦାମକୁ ବ୍ୟାପିଯାଇଥିଲା । ନିଆଁ ଏତେ ପ୍ରଖର ଥିଲା ଯେ, ନିଆଁଗୋଳା ଆକାଶକୁ ଛୁଇଁଥିଲା ।
ସକାଳ 6ଟା ବେଳେ ନିଆଁ ଲାଗିବା ନେଇ ଖବର ମିଳିଥିଲା ।ଏହାପରେ ଘଟଣା ସ୍ଥଳରେ 34ଟି ଗାଡି ପଂହଚିଥିଲା । 125ରୁ ଅଧିକ ଅଗ୍ନିଶମ କର୍ମଚାରୀ ନିଆଁ ଲିଭା କାମରେ ଲାଗିଛନ୍ତି ।

Show More

Related Articles

Back to top button