Breaking PLUSଓଡ଼ିଶାମୁଖ୍ୟ ଖବର

180 ଛୁଇଁଲା ହୀରାକୁଦ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର/ହୀରାକୁଦ, 25 ମାର୍ଚ୍ଚ – ହୀରାକୁଦ ଝାଡାବାନ୍ତି ଘଟଣା । ୧୮୦ ଛୁଇଁଛି ଝାଡାବାନ୍ତିରେ ଆକ୍ରାନ୍ତ ସଂଖ୍ୟା । ମୃତ୍ୟୁ ସଂଖ୍ୟା ୨ରେ ରହିଛି । ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ୨ ଜଣିଆ ଡାକ୍ତରୀ ଟିମ ଗତକାଲି ସ୍ଥିତି ଅନୁଧ୍ୟାନ ପରେ ରିପୋର୍ଟ ନେଇ ଭୁବନେଶ୍ଵର ଫେରିଛନ୍ତି । ଆଜି ବି ଆକ୍ରାନ୍ତ ସଖ୍ୟା ବଢୁଛି । ୫ ଦିନ ପରେ ବି ଝାଡାବାନ୍ତି ନିୟନ୍ତ୍ରଣ ହୋଇପାରିନାହିଁ ।

Show More

Related Articles

Back to top button