Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ସାରା ରାଜ୍ୟରେ ଆସନ୍ତା ତିନି ଦିନ ଯାଏଁ ଘଡଘଡି ସହ ବର୍ଷା

ଭିଜିବ ଆଭନ୍ତରୀଣ ଓ ଉପକୂଳ ଓଡିଶା

ଆସନ୍ତା ତିନି ଦିନ ରାଜ୍ୟର କିଛି ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ । ପଶ୍ଚିମ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।

୩୦ ତାରିଖ ଯାଏ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଳ୍ପ କିଛି ସ୍ଥାନରେ ଏଭଳି ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ ବିଭାଗ ପୂର୍ବାନୁମାନ କରିଛି, ବୁଧବାର ଫୁଲବାଣୀ ଓ ବାରିପଦାକୁ ଛାଡ଼ି ରାଜ୍ୟର ଅନ୍ୟ କେଉଁଠି ଆଦୌ ବର୍ଷା ହୋଇନି । ଫୁଲବାଣୀରେ ମାତ୍ର ୭.୨ ମିଲିମିଟର, ପାରଳାଖେମୁଣ୍ଡିରେ ୨.୪ ଓ ବାରିପଦାରେ ୧.୮ ମିମି ବର୍ଷା ରେକର୍ଡ ହୋଇଛି ।

Show More

Related Articles

Back to top button