Breaking PLUSଓଡ଼ିଶା

ନୂଆଁଖାଇ ପାଇଁ ୪ ଜିଲ୍ଲାରେ ଛୁଟି ଘୋଷଣା

ସମ୍ୱଲପୁର ଏବଂ ବରଗଡ଼ରେ ୨ଦିନ ଲେଖାଏଁ ସରକାରୀ ଛୁଟି

ନୂଆଁଖାଇ ପାଇଁ ୪ ଜିଲ୍ଲାରେ ଛୁଟି ଘୋଷଣା । ସମ୍ୱଲପୁର ଏବଂ ବରଗଡ଼ରେ ୨ ଦିନ ଲେଖାଏଁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ସେପ୍ଟେମ୍ୱର ୧ତାରିଖ ଓ ୨ ତାରିଖ ଛୁଟି କରାଯାଇଛି ।

ଏଥିସହିତ ବଲଙ୍ଗୀର ଏବଂ ଝାରସୁଗୁଡ଼ାରେ ଗୋଟିଏ ଦିନ ଲେଖାଏଁ ଛୁଟି ଘୋଷଣା କରାଯାଇଛି । ବଲାଙ୍ଗୀର ଆର୍‌ଡିସି ୨ ତାରିଖ ଛୁଟି ଘୋଷଣା କରିଥିବା ବେଳେ ଝାରସୁଗୁଡ଼ା ଜିଲ୍ଲାପାଳ ମଧ୍ୟ ୨ ତାରିଖ ଛୁଟି ଘୋଷଣା କରିଛନ୍ତି ।

Show More

Related Articles

Back to top button