ସ୍ୱତନ୍ତ୍ରସ୍ୱାସ୍ଥ୍ୟ

ସକାଳୁ ଗରମ ପାଣି ପିଇଲେ ମିଳିଥାଏ ଜବରଦସ୍ତ ଫାଇଦା

ଶରୀରକୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ ସକାଳୁ ପିଅନ୍ତୁ ଗରମ ପାଣି । ଏହାଦ୍ୱାରା ଆପଣଙ୍କୁ ଅନେକ ଫାଇଦା ମିଳିବା ସହ ଅନେକ ରୋଗରୁ ମୁକ୍ତି ମିଳିଥାଏ । ତେବେ ଆସନ୍ତୁ ଜାଣିବା ଏହି ଫାଇଦା ବିଷୟରେ-

-ସକାଳୁ ଉଠି ଗରମ ପାଣି ପିଇବା ଦ୍ୱାରା ହଜମ ପ୍ରକିୟା ଭଲ ରହିଥାଏ, ଫଳରେ ଖୁବଶୀଘ୍ର ରୋଗ ଆପଣଙ୍କୁ ହେବ ହୋଇନଥାଏ । ପେଟକୁ ସଫା ରଖିବା ସହ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦୂର ହୋଇଥାଏ ।

-ଓଜନ କମାଇବାରେ ଗରମ ପାଣି ସାହାର୍ଯ୍ୟ କରେ । କିନ୍ତୁ ଗରମ ପାଣିରେ କଳା ଲଙ୍କା, ଲୁଣ ଓ ଲେମ୍ବୁ ରସ ମିଶାଇ ପିଇଲେ ଅଧିକ ଭୋଗ ଲାଗେ ଓ ଓଜନ ବଢିଥାଏ ।

-ଏହା ପ୍ରତିଦିନ ସକାଳେ ଗରମ ପାଣି ପିଇବା ଦ୍ୱାରା ସ୍ନାୟୁ ପ୍ରଣାଳୀରେ ଥିବା ଚର୍ବି ହ୍ରାସ ପାଏ ଓ ରକ୍ତ ସଞ୍ଚାଳନରେ ଉନ୍ନତି ଆସିଥାଏ । ପିରିୟଡରେ ହେଇଥିବା ପେଟ ଯନ୍ତ୍ରଣା  ଗରମ ପାଣି ପିଇବା ଦ୍ୱାରା ଭଲ ହୋଇଥାଏ ।

-ଗରମ ପାଣି ପିଇବା ଦ୍ୱାରା ଗଣ୍ଠି ମଜଭୁତ୍ ହୁଏ ଓ ଗଣ୍ଠି ଦରଜ କମିଥାଏ । ସେହିପରି ଥଣ୍ଡା ଓ ଗଳା ଜନିତ ସମସ୍ୟା ଭଲ ହୋଇଥାଏ ।

 

Show More

Related Articles

Back to top button