Breaking PLUSଦେଶମୁଖ୍ୟ ଖବରସ୍ୱତନ୍ତ୍ର

ବିଷବଳୟରେ ରାଜଧାନୀ ଦିଲ୍ଲୀ, ଲାଗିରହିଛି ଶ୍ୱାସକ୍ରିୟାଜନିତ ସଙ୍କଟ

ନୂଆଦିଲ୍ଲୀ, 17 ନଭେମ୍ବର – ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରଦୂଷଣ ବଢିବାରେ ଲାଗିଛି । ବିଷବଳୟରେ ଅଣନିଶ୍ୱାସୀ ହୋଇପଡିଛନ୍ତି ଦିଲ୍ଲୀବାସୀ । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁସାରେ, ଦିଲ୍ଲୀ- ଏନସିଆରରେ ଶୁକ୍ରବାର ସକାଳେ ସମଗ୍ର ବାୟୁ ଗୁଣବତ୍ତା ସୂଚକାଙ୍କ ସ୍ତର 500 ପଏଣ୍ଟ ଛୁଇଁଛି । ଆନନ୍ଦ ବିହାରରେ ଏକ୍ୟୁଆଇ 447, ଆରକେପୁରମରେ 469, ପଞ୍ଜାବୀ ବାଗରେ 484 ଓ ଆଇଟିଓରେ 445 ରହିଛି । ଆଗାମୀ କିଛି ଦିନ ଯାଏ ଏଭଳି ପାଗ ଲାଗିରହିବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ କୁହାଯାଇଛି ।

Show More

Related Articles

Back to top button