Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

ଆଜିଠୁ 4ଦିନିଆ ବିଦେଶ ଗସ୍ତରେ ରାଜନାଥ ସିଂ

ନୂଆଦିଲ୍ଲୀ-ଆଜିଠାରୁ 4ଦିନିଆ ଇଟାଲୀ ଓ ଫ୍ରାନ୍ସ ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏନେଇ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି ରାଜନାଥ ସିଂ । ସେ କହିଛନ୍ତି ଯେ, ଉଭୟ ଦେଶ ସହିତ ଗଭୀର ଓ ବ୍ୟାପକ ଦ୍ୱିପାକ୍ଷିକ ପ୍ରତିରକ୍ଷା ସମ୍ପର୍କ ଓ ଶିଳ୍ପକ୍ଷେତ୍ରରେ ପାରସ୍ପରିକ ସହଯୋଗ ରହିଛି । ଏହି ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ କରିବା ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ।

Show More

Related Articles

Back to top button