Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଅଲମ୍ପିକ ୨୦୨୮ରେ ହେବ କ୍ରିକେଟର ପ୍ରତ୍ୟାବର୍ତନ, ଆଇଓସି ଅଧିବେଶନରେ ଲାଗିଲା ପ୍ରସ୍ତାବ ଉପରେ ମୋହର

ଅନ୍ତରାଷ୍ଟ୍ରିୟ ଅଲମ୍ପିକ ସମିତି (ଆଇଓସି) ପକ୍ଷରୁ ସୋମବାର ଘୋଷଣା କରାଯାଇଛି ଯେ, କ୍ରିକେଟ୍ ୨୦୨୮ ଲସ୍ ଏଞ୍ଜଲସ୍ ଅଲମ୍ପିକ ଖେଳର ଅଂଶ ହେବ । ଏବଂ ୧୨୮ ବର୍ଷ ପରେ ବହୁ- ଖେଳ ପ୍ରତିଯୋଗିତାରେ ପ୍ରତ୍ୟାବର୍ତନ କରିବ । ୨୦୨୮ର ଆୟୋଜନରେ ବେସବଲ୍/ସଫ୍ଟବଲ୍, ଲୈକ୍ରୋସ, ସ୍କେ୍ୱଶ ଏବଂ ଫ୍ଲୈଗ ଫୁଟବଲ୍ ଭଳି ଖେଳକୁ ମଧ୍ୟ ସାମିଲ୍ କରାଯିବ । ଏହି ଖେଳ ଗୁଡିକୁ କାର୍ଯ୍ୟକ୍ରମରେ ସାମିଲ୍ କରିବା ପାଇଁ ଅଲମ୍ପିକ୍ ଖେଳ ଲସ୍ ଏଞ୍ଜଲସ୍ ୨୦୨୮ ର ଆୟୋଜନ ସମିତିର ପ୍ରସ୍ତାବକୁ ମୁମ୍ବାଇରେ ଚାଲିଥିବା ୧୪୧ ତମ ଆଇଓସି ଅଧିବେଶନରେ ସ୍ଵୀକାର କରାଯାଇଛି ।

Show More

Related Articles

Back to top button