Breaking PLUSଓଡ଼ିଶାମୁଖ୍ୟ ଖବର

ନଭେମ୍ବର ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର

ନଭେମ୍ବର ପାଇଁ ଜାରି ହେଲା କଟକଣା । ନଭେମ୍ବର ମାସ ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର । ନଭେମ୍ବର ୧ରୁ ଡିସେମ୍ବର ଡିସେମ୍ବର ୧ ଯାଏଁ ବଳବତ୍ତର ରହିବ ଏହି ଗାଇଡଲାଇନ । ପୌରାଞ୍ଚଳରେ ବଳବତ୍ତର ରହିବ ନାଇଟ କର୍ଫ୍ୟୁ । ରାତି ୧୦ରୁ ସକାଳ ୫ଟା ଯାଏଁ ରହିବ କର୍ଫ୍ୟୁ । ରାଜ୍ୟରେ କୌଣସି ସ୍ଥାନରେ ସପ୍ତାହାନ୍ତ ସଟଡାଉନ ଲାଗୁ ହେବ ନାହିଁ ।

ସକାଳ ୫ଟାରୁ ରାତି ୧୦ଟା ଯାଏଁ ସବୁ ଖୋଲା ରହିବ । କଟକଣା ମାନି ପର୍ବପର୍ବାଣୀ ପାଳନ କରିବାକୁ ନିର୍ଦ୍ଦେଶ । ବାଣ ବିକ୍ରି ଓ ଫୁଟାଇବା ଉପରେ ସ୍ୱତନ୍ତ୍ର ନିୟମାବଳୀ ଆସିବ । ବର୍ତ୍ତମାନ କରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ବିଭିନ୍ନ ସତର୍କତାମୂଳକ ପଦକ୍ଷେ୨ ଗ୍ରହଣ କରିଛନ୍ତି । ତେବେ ବର୍ତ୍ତମାନ ସଂକ୍ରମଣରେ ହ୍ରାସକୁ ଦୃଷ୍ଟିରେ ରଖି ଧୀରେ ଧୀରେ କୋହଳ ହେଉଛି କରୋନା କଟକଣା । ସଂକ୍ରମଣ ହ୍ରାସ ହେଉଥିଲେ ବି ଟଳିନି ବିପଦ ତେଣୁ କୋଭିଡ କଟକଣାକୁ ମାନିବାକୁ ନିର୍ଦ୍ଦେଶ ।

Show More

Related Articles

Back to top button