Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ପୁରୁଣା ଡ୍ରଗ୍ସ ମାମଲାରେ ଗିରଫ ହେଲେ କଂଗ୍ରେସ ନେତା ସୁଖପାଲ ସିଂହ ଖେହରା

ଚଣ୍ଡିଗଡ-ଗୁରୁବାର ସକାଳେ କଂଗ୍ରେସ ବିଧାୟକ ସୁଖପାଲ ସିଂହ ଖେହରାଙ୍କୁ ଗିରଫ କରିଛି ପଞ୍ଜାବ ପୋଲିସ । ସୁଖପାଲଙ୍କୁ ଗିରଫ ପାଇଁ ଜଲାଲବାଦ ପୋଲିସ ଆଜି ସକାଳେ ତାଙ୍କର ଚଣ୍ଡିଗଡ ସ୍ଥାତ ବାସଭବନ ଉପରେ ଚଢାଉ କରିଥିଲା ।

ଖେହରାଙ୍କ ବିରୋଧରେ ଏକ ପୁରୁଣା ଏନଡିପିସି କେସରେ ତାଙ୍କୁ ଗିରଫ କରାଯାଇଛି । ଚଣ୍ଡିଗଡରେ ପ୍ରାୟ ଏକ ଘଣ୍ଟା ଧରି କାଗଜପତ୍ର ଯାଞ୍ଚ ପରେ ପୋଲିସ ତାଙ୍କୁ ଗିରଫ କରିଛି । ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ ।
ସୁଖପାଲ ଏବେ ଭୂଲତ୍ଥ ବିଧାନସଭା କ୍ଷେତ୍ରରୁ ବିଧାୟକ ଅଛନ୍ତି । ମନି ଲଣ୍ଡରିଂ କେସରେ ପୂର୍ବରୁ ତାଙ୍କୁ ଜାମିନ ମିଳିଥିଲା ।

Show More

Related Articles

Back to top button