Breaking PLUSଓଡ଼ିଶାମୁଖ୍ୟ ଖବର

ଭିଜିଲାନ୍ସ ଜାଲରେ କିରାଣୀ

ଭୁବନେଶ୍ୱର, 16 ନଭେମ୍ବର – ଭିଜିଲାନ୍ସ ଜାଲରେ କିରାଣୀ । ଯାଜପୁର ଜିଲ୍ଲାର କବିରପୁର ସରକାରୀ ଇଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ କିରାଣୀ ମହେଶ୍ୱର ସାମଲ 4ହଜାର ଟଙ୍କା ଲାଞ୍ଚ ନେଉଥିବର ବେଳେ ଧରିଛି ଓଡ଼ିଶା ଭିଜିଲାନ୍ସ । ପେନସନ ସମ୍ପର୍କିତ କାଗଜପତ୍ର କରାଇ ଦେବା ପାଇଁ ସେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ଲାଞ୍ଚ ନେଉଥିବେ ବେଳେ ଧରାପଡିଛନ୍ତି । ଳାଞ୍ଚ ରାଶିକୁ କିରାଣୀ ମହେଶ୍ୱର ସାମଲଙ୍କ ଠାରୁ ଜବତ କରାଯାଇଛି । ଧରାପଡିବା ପରେ ଭିଜିଲାନ୍ସ ଟିମ୍ ସାମଲଙ୍କର ଯାଜପୁରରେ ଥିବା ଦୁଇଟି ଠିକଣାରେ ରେଡ୍ କରିଛି ।

Show More

Related Articles

Back to top button