Breaking PLUSଓଡ଼ିଶାମୁଖ୍ୟ ଖବର

ନଭେମ୍ବର 27ରେ ପାରାଦୀପ ଆସିବେ ମହାମହିମ ରାଷ୍ଟ୍ରପତି

ଭୁବନେଶ୍ୱର, 16 ନଭେମ୍ବର – ଆସନ୍ତା ନଭେମ୍ବର ୨୭ ତାରିଖରେ ପାରାଦୀପ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଚଳଚଞ୍ଚଳ ବନ୍ଦର ନଗରୀ ପାରାଦୀପ। ଏଥିପାଇଁ ପାରାଦୀପକୁ ଯାତାୟାତ କରୁଥିବା ସମସ୍ତ ବସକୁ ୨୩ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯିବ । ପାରାଦୀପ ସ୍ଥିତ ମଧୁବନ କ୍ୟାବିନ ମାର୍କେଟ ନିକଟସ୍ଥ ଶ୍ରମିକ ଭବନ ଠାରୁ ସବ ଷ୍ଟେସନ ଛକ ନୂଆ ରାସ୍ତା ଦେଇ ସମସ୍ତ ବସ ଚଳାଚଳ କରିବା ନେଇ ପାରାଦୀପ ଘରୋଇ ବସ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

Show More

Related Articles

Back to top button