Breaking PLUSଦେଶମୁଖ୍ୟ ଖବର

ସିଭିଲ୍ ସର୍ଭିସ ରେଜଲ୍ଟ ପ୍ରକାଶ, ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର

ନୂଆଦିଲ୍ଲୀ: ପ୍ରକାଶ ପାଇଛି ୨୦୨୩ ସିଭିଲ୍‌‌ ସର୍ଭିସ୍‌‌ ପରୀକ୍ଷା ଫଳ। ୧୦୧୬ଜଣ ପ୍ରାର୍ଥୀ ପରୀକ୍ଷାରେ ଉତ୍ତୀର୍ଣ୍ଣି ହୋଇଛନ୍ତି। ସାଧାରଣ ବର୍ଗରେ ୩୪୭, ଆର୍ଥିକ ପଛୁଆ ବର୍ଗରେ ୧୧୫, ପଛୁଆ ବର୍ଗରେ ୩୦୩, ଅନୁସୂଚିତ ଜାତି ବର୍ଗରେ ୧୬୫, ଅନୁସୂଚିତ ଜନଜାତି ବର୍ଗରେ ୮୬ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଆଦିତ୍ୟ ଶ୍ରୀବାସ୍ତବ ଅଲ ଇଣ୍ଡିଆ ଟପ୍ପର ହୋଇଥିବା ବେଳେ ଦ୍ୱିତୀୟ ରାଙ୍କ୍‌‌ରେ ଓଡ଼ିଶାର ଅନିମେଶ ପ୍ରଧାନ ରହିଛନ୍ତି। ତୃତୀୟ ସ୍ଥାନରେ ଡୋନୁରୁ ଅନନ୍ୟା ରେଡ୍ଡୀ, ଚତୁର୍ଥ ସ୍ଥାନରେ ପିକେ ସିଦ୍ଧାର୍ଥ ରାମକୁମାର ଓ ରୁହାନୀ ପଞ୍ଚମ ସ୍ଥାନ ହାସଲ କରିଛନ୍ତି। ଏଥର ୫ଜଣ ବାଳିକା ଶ୍ରେଷ୍ଠ ୧୦ରେ ସ୍ଥାନ ପାଇଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button