ଦେଶ ବିଦେଶମୁଖ୍ୟ ଖବରସ୍ୱାସ୍ଥ୍ୟ

କରୋନା ଦାଉରୁ ମୁକୁଳି ପାରିନି ଚୀନ୍,ଏବେବି ୨ କୋଟିରୁ ଅଧିକ ଲୋକ ଗୃହବନ୍ଦୀ

ବିଶ୍ୱରେ ସଂକ୍ରମଣ ଧୀରେଧୀରେ ହ୍ରାସ ପାଉଥିବାବେଳେ କରୋନା ଜନ୍ମସ୍ଥାନ ଚାଇନା କିନ୍ତୁ ଏହା କବଳରୁ ମୁକୁଳି ପାରିନି । ସଂକ୍ରମଣ ରୋକିବା ପାଇଁ ଚୀନ୍ ସରକାର ପ୍ରୟାସ କରୁଥଲେ ମଧ୍ୟ ସଂକ୍ରମଣ ଜୋରସୋର ବୃଦ୍ଧି ପାଉଥିବା ଯୋଗୁଁ ଅନେକ ସହରକୁ ଲକଡାଉନ କରାଯାଉଛି । ଫଳବଶତଃ ୨ କୋଟିରୁ ଅଧିକ ଲୋକ ଗୃହବନ୍ଦୀ ହେବା ପାଇଁ ବାଧ୍ୟ ହୋଇଛନ୍ତି ।

ସୂଚନା ଅନୂଯାୟୀ, ଚୀନର ଚେଙ୍ଗଡୁ ସହରରେ କରୋନା ସଂକ୍ରମଣ ଦ୍ରୃତ ଭାବରେ ବଢ଼ୁଛି । ସଂକ୍ରମଣ ଯୋଗୁଁ ସରକାର ଏଠାରେ ସଂପୂର୍ଣ୍ଣ ଲକଡାଉନ୍ ଲଗାଇଛନ୍ତି । ଫଳରେ ଦୁଇ କୋଟି ରୁ ଅଧିକ ପ୍ରଭାବିତ ହୋଇଛନ୍ତି । ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ଜରୁରୀ ସାମଗ୍ରୀ ପାଇଁ ପ୍ରଶାସନ ଘରୁ କେବଳ ଜଣେ ସଦସ୍ୟଙ୍କୁ ବାହାରକୁ ବାହାରିବାକୁ ଅନୁମତି ଦେଇଛି ।

 

Show More

Related Articles

Back to top button