ଦେଶସ୍ୱାସ୍ଥ୍ୟ

ଗତ ୩ମାସ ମଧ୍ୟରେ ଦେଶରେ ସର୍ବନିମ୍ନ ସଂକ୍ରମଣ,ଦିନକରେ ୪,୪୧୭ ଆକ୍ରାନ୍ତ ଚିହ୍ନଟ

ଗତ ୩ମାସ ମଧ୍ୟରେ ଦେଶରେ ସର୍ବନିମ୍ନ ସଂକ୍ରମଣ । ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୪,୪୧୭ ପଜିଟିଭ ଆକ୍ରାନ୍ତ । ବର୍ତ୍ତମାନ ସୁଦ୍ଧା ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୪, ୬୬,୮୬୨କୁ ବୃଦ୍ଧି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ।

ସେହିପରି ଦେଶରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇ ୫୨,୩୩୬ରେ ପହଞ୍ଚିଥିବା ବେଳେ ୨୪ ଘଣ୍ଟା ମଧ୍ୟରେ କରୋନା ଜନିନ ୨୩ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ଏହି ନୂତନ ମୃତ୍ୟୁ ମାମଲାକୁ ମିଶାଇ ଦେଶରେ ସମୁଦାୟ ମୃତ୍ୟୁ ସଂଖ୍ୟା ୫, ୨୮, ୦୩୦ରେ ପହଞ୍ଚିଛି।

Show More

Related Articles

Back to top button