Breaking PLUSଦେଶମୁଖ୍ୟ ଖବର

ଆୟରା ଖାନଙ୍କ ରିସେପସନ ପାର୍ଟିରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ

ମୁମ୍ବାଇ, ୧୪ ଜାନୁଆରୀ – ଆୟରା ଖାନ ଓ ନୁପୂର ଶିକରେଙ୍କ ରିସେପସନ ଶନିବାର ରାତିରେ ମୁମ୍ବାଇରେ ଆୟୋଜିତ ହୋଇଥିଲା । ଏଥିରେ ସିନେ ଜଗତର ବହୁ ବଡବଡ ଲୋକ ସାମିଲ ହୋଇଥିଲେ ଆମିର ଖାନଙ୍କ ଝିଅ ଆୟରାଙ୍କ ରିସେପସନ ପାର୍ଟିରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଆୟରା ଖାନ ଓ ନୁପୂର ଶିକରେଙ୍କ ନୂଆ ଜୀବନ ପାଇଁ ଶୁଭକାମନା ଜଣାଇଛନ୍ତି ।
ରିସେପସନ ପାର୍ଟିରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସମେତ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣଭିସଙ୍କ ପତ୍ନୀ ଅମୃତା ଫଡନଭିସ ସାମିଲ ହୋଇଥିଲେ ।

Show More

Related Articles

Back to top button