Breaking PLUSବଲିଉଡସେଲିବ୍ରିଟି

କରୋନାରେ ସଂକ୍ରମିତ ହେଲେ ବଲିଉଡ ଅଭିନେତ୍ରୀ ଉର୍ମିଳା

କରୋନାରେ ସଂକ୍ରମିତ ହେଲେ ବଲିଉଡ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର । କୋଭିଡ ପଜିଟିଭ ହୋଇଥିବା ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ସେ ଟ୍ୱିଟ କରି ଜଣାଇଛନ୍ତି । ଏହାସହିତ ସେ ଏବେ ତାଙ୍କ ନିଜ ଘରେ କ୍ୱାରେଣ୍ଟାଇନରେ ରହି ଚିକିତ୍ସିତ ହେଉଛନ୍ତି । ସେହିପରି ଯେଉଁମାନେ ତାଙ୍କ ସହ ଦେଖା କରିଛନ୍ତି ସେମାନେ କରୋନା ପରୀକ୍ଷା କରାଇ ଦିଅନ୍ତୁ ବୋଲି ଉର୍ମିଳା କହିଛନ୍ତି ।

ଏହା ସହିତ ସେ ଟ୍ୱିଟ କରି ଚଳିତ ବର୍ଷର କରୋନା କାରଣରୁ ଏଥର ଦୀପାବଳିକୁ ସୁରକ୍ଷିତ ଭାବେ ପାଳନ କରିବାକୁ କହିଛନ୍ତି । ତେବେ ସୋସିଆଲ ମିଡିଆରେ ଉର୍ମିଳାଙ୍କ ପ୍ରଶଂସକମାନେ ତାଙ୍କର ସୁସ୍ଥ କାମନା କରିଛନ୍ତି ।

Show More

Related Articles

Back to top button