Breaking PLUSଓଡ଼ିଶାମୁଖ୍ୟ ଖବର

ଘରେ ପଶି ଯୁବକଙ୍କୁ ବୀଭତ୍ସ ହତ୍ୟା

କଣ୍ଟାବାଞ୍ଜି- ଘରେ ପଶି ଯୁବକଙ୍କୁ ବୀଭତ୍ସ ହତ୍ୟା । ସିନ୍ଧେକେଲା ଦେଢ଼ଗାଁରେ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଛି । ୩ରୁ ଅଧିକ ଦୁର୍ବୃତ୍ତ ଆକ୍ରମଣ କରିଥିବା ଅନୁମାନ କରାଯାଉଛି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ସିନ୍ଧେକେଲା ପୋଲିସ ତଦନ୍ତ ଆରମ୍ଭ କରିଛି ।

Show More

Related Articles

Back to top button