Breaking PLUSଦେଶମୁଖ୍ୟ ଖବର

ଦେଶରେ ମାଡୁଛି କରୋନା ସଂକ୍ରମଣ, ସକ୍ରିୟ କେସ୍ 3ହଜାର

ନୂଆଦିଲ୍ଲୀ: କୋଭିଡ୍‌-୧୯ର ଉପପ୍ରଜାତି ‘ଜେଏନ୍‌.୧’ ଭୂତାଣୁ ଯୋଗୁଁ ସଂକ୍ରମଣ ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ବେଳେ ଆଜି ସୁଦ୍ଧା ଭାରତରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦୦ ନିକଟବର୍ତ୍ତୀ ହୋଇଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ‘ଡାଟା’ରୁ ଜଣାପଡ଼ିଛି।

ସ୍ବାସ୍ଥ୍ୟ ମନ୍ତ୍ରାଳୟ ‘ୱେବ୍‌ସାଇଟ୍‌’ରେ ସୂଚନାରେ ଉଲ୍ଲେଖ ଅଛି, ଗତକାଲି ୨,୬୬୯ରେ ଥିବା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୨,୯୯୭କୁ ବୃଦ୍ଧି ପାଇଛି। କେରଳରେ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିବାରୁ ଦେଶରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା୫,୩୩,୩୨୮ରେ ପହଞ୍ଚିଛି। ଦେଶରେ ଏଥିଜନିତ ମୃତ୍ୟୁହାର ୧.୧୮% ବୋଲି ରେକର୍ଡ କରାଯାଇଛି।

Show More

Related Articles

Back to top button