Breaking PLUSଦେଶମୁଖ୍ୟ ଖବର

ଆଜି ସନ୍ଧ୍ୟାରେ ବିଜେପିର ଦ୍ୱିତୀୟ ନିର୍ବାଚନ କମିଟି ବୈଠକ

ଭୁବନେଶ୍ୱର/ନୂଆଦିଲ୍ଲୀ, 11 ମାର୍ଚ୍ଚ – ଆଜି ସନ୍ଧ୍ୟାରେ ବସିବ ବିଜେପିର ଦିତ୍ୱୀୟ ନିର୍ବାଚନ କମିଟି ବୈଠକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧକ୍ଷତାରେ ଏହି ବୈଠକ ବସିବ । ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରମୁଖ ବୈଠକରେ ଉପସ୍ଥିତ ରହିବେ । ବୈଠକରେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତି ସହ ଦ୍ଵିତୀୟ ପର୍ଯ୍ୟୟ ପ୍ରାର୍ଥୀ ତାଲିକା ଉପରେ ମୋହର ଲଗାଇବେ ହାଇକମାଣ୍ଡ । ଯେଉଁ ରାଜ୍ୟରେ ଲୋକସଭା ପ୍ରାର୍ଥୀଙ୍କ ଉପରେ ନାଁ ଆସିନି ସେହି ସବୁ ରାଜ୍ୟ ସମ୍ପର୍କରେ ଆଲୋଚନା ହେବ।

Show More

Related Articles

Back to top button