ବାଣିଜ୍ୟ

ଧନ ତେରସ ପୂର୍ବରୁ ଗହଣା ଦୋକାନରେ ସିଟି ଓ ଜିଏସଟି ବିଭାଗର ଚଢ଼ାଉ

ଟିକସ ଫାଙ୍କିଥିବା ଅଭିଯୋଗରେ ଗହଣା ଦୋକାନରେ ସିଟି ଜିଏସଟି ବିଭାଗର ଚଢ଼ାଉ ।

ଧନ ତେରସ ପୂର୍ବରୁ ଗହଣା ଦୋକାନୀକୁ ଝଟକା । ପଦ୍ମପୁର ସହରର ମିନାକ୍ଷୀ ଜୁଏଲାରୀ ସୁନା ଗହଣା ବିକ୍ରି କରି ଟିକସ ଫାଙ୍କିଥିବା ଅଭିଯୋଗରେ ସିଟି ଓ ଜିଏସଟି ବିଭାଗର ଦୁଇଟି ଟିମ୍ ପଦ୍ମପୁର ଥାନା ଛକ ସ୍ଥିତ ଦୋକାନ ଓ ଘରେ ସମୁଦାୟ ଦୁଇଟି ଟିମ ଚଢ଼ାଉ କରିଛନ୍ତି ।

ସମସ୍ତ କ୍ରୟ ବିକ୍ରୟ ରେଜିଷ୍ଟର ଓ ସୁନା ଗହଣା ଯାଞ୍ଚ ଚାଲିଥିବା ଜିଏସଟି ବିଭାଗର ଅଧିକାରୀ ରଜନୀକାନ୍ତ ସେଠ ସୂଚନା ଦେଇଛନ୍ତି ।

Show More

Related Articles

Back to top button