Breaking PLUSଓଡ଼ିଶାମୁଖ୍ୟ ଖବର

ମାଡ ମାରି ଲୁଟି ନେଲେ ଲକ୍ଷାଧିକ ଟଙ୍କା

ସମ୍ବଲପୁର- ମାଡମାରି ଲକ୍ଷାଧିକ ଟଙ୍କା ଲୁଟ୍। ଜଣେ ଘରୋଇ ସ୍କୁଲ୍ କର୍ମଚାରୀଙ୍କ କ୍ୱାର୍ଟର୍ସରୁ ୫ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି। ଲଇକେରା ଥାନା ବାଘଡିହି ସ୍ଥିତ ସ୍କୁଲ କର୍ମଚାରୀଙ୍କ କ୍ୱାର୍ଟର୍ସରୁ ଏହି ଲୁଟ୍ ହୋଇଛି।ନଗଦ ୫ ଲକ୍ଷ ଟଙ୍କା ସହ ମୋବାଇଲ ଓ ଲାପଟପ୍ ମଧ୍ୟ ଲୁଟ୍ ହୋଇଛି। ପ୍ରାୟ ୮ ରୁ ୧୦ ଜଣ ଲୁଟେରା ଘରେ ପଶି କର୍ମଚାରୀଙ୍କୁ ମାଡ ମାରି ଲୁଟ୍ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button