Breaking PLUSଓଡ଼ିଶାମୁଖ୍ୟ ଖବର

ଅନୁଗୁଳରୁ ଅଯୋଧ୍ୟା ଗଲା ଆସ୍ଥା ସ୍ପେଶାଲ ଟ୍ରେନ

ଭୁବନେଶ୍ୱର/ଅନୁଗୁଳ, 23 ଫେବୃଆରୀ- ଅନୁଗୁଳରୁ ଅଯୋଧ୍ୟା ଗଲା ଆସ୍ଥା ସ୍ପେଶାଲ ଟ୍ରେନ । ଭୋର 4ଟାରେ ଅନୁଗୁଳରୁ ପ୍ରାୟ 1000ରୁ ଉର୍ଦ୍ଧ୍ବ ରାମ ଭକ୍ତ ଯାତ୍ରୀଙ୍କୁ ନେଇ ଅଯୋଧ୍ୟା ଅଭିମୁଖେ ବାହାରିଛି ଟ୍ରେନ । ବରିଷ୍ଠ ବିଜେପି ନେତା ଗୋଲକ ମହାପାତ୍ର , କାଳନ୍ଦୀ ସାମଲଙ୍କ ସମେତ ଜିଲା ସଭାପତି ଡିଲେଶ୍ୱର ପ୍ରଧାନଙ୍କ ପକ୍ଷରୁ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରାଯାଇଥିଲା । ସ୍ବତନ୍ତ ଅଯୋଧ୍ୟା ଯାତ୍ରା ଆୟୋଜନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାଧୁବାଦ ଜଣାଇଛନ୍ତି ଯାତ୍ରୀ ।

Show More

Related Articles

Back to top button