Breaking PLUSଦେଶମୁଖ୍ୟ ଖବର

ସୁପ୍ରିମକୋର୍ଟରୁ ନିଜର ପିଟିସନ ପ୍ରତ୍ୟାହୃତ କଲେ ଅରବିନ୍ଦ କେଜରିୱାଲ

ନୂଆଦିଲ୍ଲୀ- ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସୁପ୍ରିମକୋର୍ଟରୁ ତାଙ୍କର ପିଟିସନ ଫେରାଇ ନେଇଛନ୍ତି । ତେଣୁ ଆଜି ସୁପ୍ରିମକୋର୍ଟରେ କେଜରିୱାଲଙ୍କ ପିଟିସନ ଉପରେ କୌଣସି ଶୁଣାଣି ହେବନାହିଁ । ତାଙ୍କ ଓକିଲ ଅଭିଷେକ ମନୁସିଂଘଭି କହିଛନ୍ତି ଯେ, ତାଙ୍କ ହେପାଜତ ଉପରେ ଟ୍ରାଏଲ କୋର୍ଟରେ ଶୁଣାଣି ହେବାକୁ ଅଛି । ତେଣୁ ଆମେ ଏଠାରେ ପିଟିସନ ଫେରାଇ ନେଉଛୁ ।

Show More

Related Articles

Back to top button