ଅନୁଚିନ୍ତା

ଆଜିର ଅନୁଚିନ୍ତା

🦋ଯଉଦିନ ଆପଣ ନିଜ ହସର ମାଲିକ ନିଜେ ହୋଇଯିବେ ସେହିଦିନ ଠାରୁ ଆପଣଙ୍କୁ ଏ ସଂସାରରେ କେହି କନ୍ଦେଇ ପାରିବେ ନାହିଁ ।

🦋 ” ମୃତ୍ୟୁ ” ଏମିତି ଜଣେ କୁଣିଆଁ
ଯାହା ଦୁଆରକୁ ଆସିଲେ ତାକୁ
ଫେରେଇ ଦବାର କ୍ଷମତା ଏ ଦୁନିଆରେ
କୌଣସି ଲୋକର ନାହିଁ ।

🦋ସର୍ବଦା ଅନ୍ୟର ଭୁଲ ପାଇଁ ନିଜ ଅଭିମାନ କୁ ତ୍ୟାଗକରି ସଦା ଅନ୍ୟର ପରିସ୍ଥିତି ଓ ମାନସିକ ସ୍ଥିତିକୁ ବୁଝିବାକୁ ଚେଷ୍ଟା କରନ୍ତୁ, ଏବଂ ଅଭିମାନ ବଦଳରେ ଅନ୍ୟକୁ ବୁଝି ଅନ୍ୟର ସହାୟକ ହୁଅନ୍ତୁ, ଦେଖିବେ ଆପଣଙ୍କୁ ସଦା ମହାନ ବ୍ୟକ୍ତିତ୍ୱ ରେ ପରିଣତ କରାଇବ ।

🦋ଗର୍ବ ଓ ଅହଙ୍କାର ଜୀବନରେ
” Credit Card ” ଭଳି ହୋଇଥାଏ …
ଏବେ ଉପଯୋଗ କରନ୍ତୁ ଏବଂ ପରେ ଭୋଗନ୍ତୁ ।

Show More

Related Articles

Back to top button