Breaking PLUSଓଡ଼ିଶାମୁଖ୍ୟ ଖବର

ଅକ୍ଟୋବର 1ରେ ଲଘୁଚାପ

ଭୁବନେଶ୍ୱର : ଅକ୍ଟୋବର ପହିଲାରେ ଲଘୁଚାପ। ସେପ୍ଟେମ୍ବର ୨୯ରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ରହିଛି। ଏନେଇ ଆଜି ଆଞ୍ଚିଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ପରବର୍ତ୍ତୀ ୪୮ ଘଣ୍ଟାରେ ଘୂର୍ଣ୍ଣିବଳୟ ଲଘୁଚାପ ରୂପ ନେବ।

ସେପ୍ଟେମ୍ବରରେ ପଛକୁ ପଛ ଲଘୁଚାପ ଲାଗିରହିଥିବା ବେଳେ ଭଲ ବର୍ଷା ହୋଇଛି । ଏବେ ପୁଣି ଅକ୍ଟୋବରରେ ବର୍ଷା ସମ୍ଭାବନା ଦେଖାଦେଇଛି ।

Show More

Related Articles

Back to top button