Breaking PLUSଓଡ଼ିଶାମୁଖ୍ୟ ଖବର

ପୁଣି ଖୋଲିଲା ହୀରାକୁଦ ଡ୍ୟାମର 8 ଗେଟ୍

ଭୁବନେଶ୍ୱର: ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଲାଗିରହିଛି । ଯାହାର ପ୍ରଭାବରେ ପୁଣି ଖୋଲାଯାିଛି ହୀରାକୁଦ ଡ୍ୟାମର ଗେଟ୍ । ଆଜି ହୀରାକୁଦର ଆଉ 8ଟି ଗେଟ୍ ଖୋଲାଯାଇଛି । ,ବେ ମୋଟ୍ 10ଟି ଗେଟ ଦେଇ ଡ୍ୟାମରୁ ଜଳ ନିଷ୍କାସନ କରାଯାଉଛି ।

ସକାଳ ୬ଟା ସୁଦ୍ଧା ଜଳସ୍ତର ୬୨୮.୭୧ ଫୁଟ ରହିଛି । ହୀରାକୁଦକୁ ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୧ ଲକ୍ଷ ୪୨ ହଜାର ୭୨ କ୍ୟୁସେକ ଜଳ । ସେହିପରି ହୀରାକୁଦରୁ ନିଷ୍କାସିତ ହେଉଛି ୭୨ ହଜାର ୧୯୦ କ୍ୟୁସେକ ଜଳ । ଗତକାଲି ହୀରାକୁଦର ୨ଟି ଗେଟ୍ ଖୋଲିଥିଲା ।

Show More

Related Articles

Back to top button