ଦେଶଦେଶ ବିଦେଶସ୍ୱତନ୍ତ୍ର

ପୁଣି ପୃଥିବୀର ଅତି ନିକଟବର୍ତ୍ତୀ ହେବାକୁ ଯାଉଛି ଏକ ବିଶାଳ ଗ୍ରହ

ପୁଣି ପୃଥିବୀକୁ ଅତି ନିକଟବର୍ତ୍ତୀ ହେବାକୁ ଯାଉଛି ଏକ ବିଶାଳ ଗ୍ରହ । ଦୁନିଆର ସବୁଠାରୁ ଉଚ୍ଚ କୋଠା ବୁର୍ଜ ଖଲିଫା ସହିତ ଏହି ଗ୍ରହର ଲମ୍ବ ସମାନ ରହିଛି । ଏହି ଗ୍ରହର ନାମ  2022 RM4 ହୋଇଥିବାବେଳେ ସମ୍ଭାବ୍ୟ ବିପଜ୍ଜନକ ବୋଲି ବର୍ଣ୍ଣନା କରିଛି ନାସା ।

ନାସାର ସେଣ୍ଟର ଫର ନିୟର ଆର୍ଥ ଅବଜେକ୍ଟ ଷ୍ଟଡିଜ୍ ଅନୁଯାୟୀ, ଏହା ନଭେମ୍ବର ୧ରେ ପୃଥିବୀର ନିକଟବର୍ତ୍ତୀ ହେବ । ଏହି ଗ୍ରହର ଆନୁମାନିକ ବ୍ୟାସ ୩୩୦ ରୁ ୭୪୦ ମିଟର କିମ୍ବା ୨୪୦୦ ଫୁଟରୁ ଅଧିକ । ପ୍ରକୃତ ଦୂରତା ପୃଥିବୀ-ଚନ୍ଦ୍ରର ଛଅ ଗୁଣ ହେବ, ଯାହା ଅତି ନିକଟତର ନ ହୋଇପାରେ ବୋଲି ଅନୁମାନ କରା ଯାଉଛି ।

 

Show More

Related Articles

Back to top button